ରେଳବାଇର ନୂତନ ଯୋଜନା: ମେଲ ଓ ଏକ୍ସପ୍ରେସ ଟ୍ରେନରୁ ବାଦ ପଡ଼ିବ ସ୍ଲିପର କୋଚ, କେବଳ ରହିବ ଏସି କୋଚ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ରେଳ ନେଟୱାର୍କର ନବୀକରଣ ପାଇଁ ଚିନ୍ତା କରୁଛି। ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନା ଅନୁଯାୟୀ ଦୂର ସ୍ଥାନକୁ ଯାତ୍ରା କରୁଥିବା ମେଲ୍ ଓ ଏକ୍ସପ୍ରେସ ଟ୍ରେନରୁ ସ୍ଲିପର କୋଚକୁ ସଂପୂର୍ଣ୍ଣଭାବେ ହଟାଇ ଦିଆଯିବ। ଅର୍ଥାତ୍ ଏହି ‌ଟ୍ରେନଗୁଡ଼ିକରେ କେବଳ ଏସି କୋଚ୍ ହିଁ ରହିବ। ଏହି ଟ୍ରେନର ବେଗ ଘଣ୍ଟା ପ୍ରତି ୧୩୦/୧୬୦ କିମି ରହିବ। କାରଣ ମେଲ ଓ ଏକ୍ସପ୍ରେସ ଟ୍ରେନରେ ୧୩୦ କିମି ପ୍ରତି … Continue reading ରେଳବାଇର ନୂତନ ଯୋଜନା: ମେଲ ଓ ଏକ୍ସପ୍ରେସ ଟ୍ରେନରୁ ବାଦ ପଡ଼ିବ ସ୍ଲିପର କୋଚ, କେବଳ ରହିବ ଏସି କୋଚ